ବ୍ରହ୍ମ ଠକ Brahma ṭhaka

  • ଦେ. ବି — ପ୍ରତାରକାଗ୍ରଣୀ; ଯେ ସମସ୍ତଙ୍କୁ ଠକି ପାରେ; ଶଠାଗ୍ରଣୀ — A master cheat
  • ଦେ. ବି — ପ୍ରତାରକ ବ୍ରାହ୍ମଣ — A fraudulent Brāhmaṇa
  • ଦେ. ବି — ଯେ ବ୍ରାହ୍ମଣ ବେଶ ଧରି ଲୋକଙ୍କୁ ଠକେ — A person who cheats people by assuming the garb of a Brāhmaṇa