ବ୍ରହ୍ମ ଘୋଷ Brahma ghosha

  • ସଂ. ବି ( 6 ଷ୍ଠୀ ତତ୍ ବ୍ରହ୍ମ=ବେଦ+ଘୋଷ=ଧ୍ୱନି) — ବେଦଧ୍ୱନି — The sound or the utterance of the Beda
  • ସଂ. ବି ( 6 ଷ୍ଠୀ ତତ୍ ବ୍ରହ୍ମ=ବେଦ+ଘୋଷ=ଧ୍ୱନି) — ବେଦପାଠ (ହି. ଶ) — The reading or recital of the Bedas