ବ୍ରହ୍ମ କାଣ୍ଡ Brahma kāṇḍa

  • ସଂ. ବି—(ମ. ପ. ଲୋ; ବ୍ରହ୍ମନିରୂପକ କାଣ୍ଡ) ବେଦର ଯେଉଁ ଅଂଶରେ ବ୍ରହ୍ମର ମୀମଂସା କରାଯାଇଅଛି; ଜ୍ଞାନକାଣ୍ଡ — That part of the Bedas dealing with metaphysics