ବ୍ରହ୍ମ କନ୍ୟକା Brahma kanyakā

  • ସଂ. ବି. ସ୍ତ୍ରୀ ( 6 ଷ୍ଠୀ ତତ୍; ବ୍ରହ୍ମନ୍+କନ୍ୟକା) — ସରସ୍ୱତୀ — The Goddess of learning
  • ସଂ. ବି. ସ୍ତ୍ରୀ ( 6 ଷ୍ଠୀ ତତ୍; ବ୍ରହ୍ମନ୍+କନ୍ୟକା) — [ଦ୍ର—ପୁରାଣମତେ ଏ ବ୍ରହ୍ମାଙ୍କ ମସ୍ତକରୁ ଜନ୍ମିଥିଲେ।]
  • ସଂ. ବି. ସ୍ତ୍ରୀ ( 6 ଷ୍ଠୀ ତତ୍; ବ୍ରହ୍ମନ୍+କନ୍ୟକା) — ବ୍ରାହ୍ମୀ ଶାକ — A pot herb; Ruta Graveolens
  • ସଂ. ବି. ସ୍ତ୍ରୀ ( 6 ଷ୍ଠୀ ତତ୍; ବ୍ରହ୍ମନ୍+କନ୍ୟକା) — ସୋମଲତା — A creeper producing the 'Some' juice; Ascelpias Acida
  • ସଂ. ବି. ସ୍ତ୍ରୀ ( 6 ଷ୍ଠୀ ତତ୍; ବ୍ରହ୍ମନ୍+କନ୍ୟକା) — ବ୍ରାହ୍ମଣଝାଟିଆ; ଭାର୍ଗୀ (ହି. ଶ.) — Name of a plant; Clerodendron Siphonanthus