ବ୍ରଧ୍ନ Bradhna
- ସଂ. ବି (ବନ୍ଧ. ଧାତୁ=ବାନ୍ଧିବା+କର୍ତ୍ତୃ ନ, ନିପାତନ) — ସୂର୍ଯ୍ୟ — The sun
- ସଂ. ବି (ବନ୍ଧ. ଧାତୁ=ବାନ୍ଧିବା+କର୍ତ୍ତୃ ନ, ନିପାତନ) — ଶିବ; ମହାଦେବ — Ṡiba
- ସଂ. ବି (ବନ୍ଧ. ଧାତୁ=ବାନ୍ଧିବା+କର୍ତ୍ତୃ ନ, ନିପାତନ) — ବୃକ୍ଷମୂଳ; ଚେର — Root of a tree
- ସଂ. ବି (ବନ୍ଧ. ଧାତୁ=ବାନ୍ଧିବା+କର୍ତ୍ତୃ ନ, ନିପାତନ) — ବ୍ରହ୍ମା — Brahmā; the Creator
- ସଂ. ବି (ବନ୍ଧ. ଧାତୁ=ବାନ୍ଧିବା+କର୍ତ୍ତୃ ନ, ନିପାତନ) — ଅର୍କଗଛ — The swallowwort; Calotropis Gigantia (plant)
- ସଂ. ବି (ବନ୍ଧ. ଧାତୁ=ବାନ୍ଧିବା+କର୍ତ୍ତୃ ନ, ନିପାତନ) — ଶରୀର — Body
- ସଂ. ବି (ବନ୍ଧ. ଧାତୁ=ବାନ୍ଧିବା+କର୍ତ୍ତୃ ନ, ନିପାତନ) — ପୁତ୍ର — Son
- ସଂ. ବି (ବନ୍ଧ. ଧାତୁ=ବାନ୍ଧିବା+କର୍ତ୍ତୃ ନ, ନିପାତନ) — ରୋଗ ବିଶେଷ (ହି. ଶ) — Name of a disease
- ସଂ. ବି (ବନ୍ଧ. ଧାତୁ=ବାନ୍ଧିବା+କର୍ତ୍ତୃ ନ, ନିପାତନ) — ଦିନ; ଦିବସ (ହି. ଶ) — Day
- ସଂ. ବି (ବନ୍ଧ. ଧାତୁ=ବାନ୍ଧିବା+କର୍ତ୍ତୃ ନ, ନିପାତନ) — ଘୋଡ଼ା (ହି. ଶ) — Horse
- ସଂ. ବି (ବନ୍ଧ. ଧାତୁ=ବାନ୍ଧିବା+କର୍ତ୍ତୃ ନ, ନିପାତନ) — ଚତୁର୍ଦ୍ଦଶ ମନୁ ଭୌତୀଙ୍କ ପୁତ୍ର (ହି. ଶ) — Name of the son of the 14th Manu
- ସଂ. ବି (ବନ୍ଧ. ଧାତୁ=ବାନ୍ଧିବା+କର୍ତ୍ତୃ ନ, ନିପାତନ) — ସୀସା — Lead (Apte)