ବ୍ରଧ୍ନ ପାଦ Bradhna pāda
- ସଂ. ବି (ବ୍ରଧ୍ନ=ଗଛର ଚେରପରି+ପାଦ ଯାହାର) — ଏକ ପ୍ରକାର ଜଳଚର ଜୀବ — Medusa; a jelly fish; Callinema Ornata; Rhiropoda
- ସଂ. ବି (ବ୍ରଧ୍ନ=ଗଛର ଚେରପରି+ପାଦ ଯାହାର) — [ଦ୍ର—ଏହା ଛତ୍ରାକାର ମସ୍ତକରୁ ଚାରିଆଡ଼େ ଗଛର ଚେରି ପରି ଲମ୍ବି ଥିବା ତନ୍ତୁ ଯୁକ୍ତ ଅତି କୋମଳ ଭାସମାନ ଜୀବ।]