ବ୍ରତ ବିଘ୍ନ Brata bighna

  • ସଂ. ବି — ପୁଣ୍ୟଜନକ କାର୍ଯ୍ୟ ସମ୍ପାଦନ ବା ବ୍ରତ ପାଳନ ସମ୍ବନ୍ଧେ ଅନ୍ତରାୟ — Obstacles to the performance of a solemn vow
  • ସଂ. ବି — ବ୍ରତ ପାଳନ ମଧ୍ୟରେ, ଅର୍ଥାତ୍ ବ୍ରତ ସମ୍ପୂର୍ଣ୍ଣ ନ ହେଉଣୁ, ଉପସ୍ଥିତ ହେବା କୌଣସି ବାଧା — An obstruction to or interruption in the completion of a vow