ବ୍ରତ ଧାରଣ Brata dhāraṇa

  • ସଂ. ବି. ( 6 ଷ୍ଠୀ ତତ୍) — କୌଣସି ବ୍ରତକୁ ଅବଲମ୍ବନ କରିବା — An undertaking to observe a vow
  • ଦେ. ବି — ବ୍ରତୀ ବ୍ୟକ୍ତିର ପରିଧେୟ ସୂତ୍ର (ଅନନ୍ତ ବ୍ରତ, ରାକ୍ଷୀ ବ୍ରତ)କୁ ଦେହରେ ପିନ୍ଧିବା — The wearing of a sacred thread indicating the observance of a religious vow