ବ୍ରତ କରାଇବା Brata karāibā
- ଦେ. କ୍ରି — କୌଣସି ଦ୍ୱିଜାତି ବାଳକର ଉପ— ନୟନ କରାଇବା — To have the ceremony of Upanayana performed on a Hindu boy of the 3 higher castes
- ଦେ. କ୍ରି — (ଉ—କାଳରେ ଭୀଷ୍ମ ତାଙ୍କୁ କରାଇଲେ ବ୍ରତ, ଭୋଗ କଲେକ ସୁଖମାନ ସେ ବହୁତ। କୃଷ୍ଣସିଂହ—ମହାଭାରତ. ଆଦି।)