ବ୍ରତ ଉଜୁଆଁ Brata ujuāñ

  • ଦେ. ବି. (ସଂ. ବ୍ରତ ଉଦ୍ୟାପନ) — ସଂକଳ୍ପିତ ବ୍ରତକୁ ବିଧି ଅନୁସାରେ ପାଳନ ପୂର୍ବକ ତହିଁର ସମାପନ ରୂପ କର୍ମ — The act of formal completion or conclusion of the performance of a religious vow or fast