ବ୍ରଣିତ Braṇita

  • ସଂ. ବିଣ. (ବ୍ରଣ+ସଂଜାତ ଅର୍ଥରେ ଇତ) — ବ୍ରଣ ଯୁକ୍ତ — Having a boil
  • ସଂ. ବିଣ. (ବ୍ରଣ+ସଂଜାତ ଅର୍ଥରେ ଇତ) — କ୍ଷତ — Suffering from a wound; wounded
  • ସଂ. ବିଣ. (ବ୍ରଣ+ସଂଜାତ ଅର୍ଥରେ ଇତ) — କ୍ଷତଚିହ୍ନ ବିଶିଷ୍ଟ — Having a cicatrice or scar; scarred