ବ୍ରଣ Braṇa
- ସଂ. ବି. (ବ୍ରଣ୍ ଧାତୁ+କର୍ତ୍ତୃ. ଅ) — କ୍ଷତ; ଘାଆ — Wound; sore
- ସଂ. ବି. (ବ୍ରଣ୍ ଧାତୁ+କର୍ତ୍ତୃ. ଅ) — ବିଦ୍ରଧି; ବଥ — Boil; tumour
- ସଂ. ବି. (ବ୍ରଣ୍ ଧାତୁ+କର୍ତ୍ତୃ. ଅ) — ବାଗୀ — Bubo
- ସଂ. ବି. (ବ୍ରଣ୍ ଧାତୁ+କର୍ତ୍ତୃ. ଅ) — [ଦ୍ର—ସ୍ଥାନ ଓ ପ୍ରକାର ଭେଦରେ ବ୍ରଣମାନଙ୍କର ଭିନ୍ନ ଭିନ୍ନ ନାମ ଅଛି, ଯଥା—ନାଡ଼ୀବ୍ରଣ, ପୃଷ୍ଠବ୍ରଣ, ମୁଖବ୍ରଣ, ଘୃଷ୍ଟ ବ୍ରଣ, କ୍ଷତବ୍ରଣ ଓ ସଦ୍ୟୋବ୍ରଣ ଇତ୍ୟାଦି।]