ବ୍ରଜିବା Brajibā

  • ଦେ. କ୍ରି. (ପଦ୍ୟ) — ଗମନ କରିବା — To go
  • ଦେ. କ୍ରି. (ପଦ୍ୟ) — (ଉ— ଏ ଘେନି ବ୍ରଜେ ଥିଲେ ଭାଗ୍ୟ। ସମାନ ନୋହେ ଚଉବର୍ଗ—ପ୍ରାଚୀ. ପୂର୍ଣ୍ଣତମ ଚନ୍ଦ୍ରୋଦୟ।)