ବ୍ରଜ ମଣ୍ଡଳ Braja maṇḍaḻa

  • ଦେ. ବି — ମଥୁରାମଣ୍ଡଳ — The country of Braja
  • ଦେ. ବି — [ଦ୍ର—ମଥୁରା ଓ ବୃନ୍ଦାବନର ଚତୁଃପାର୍ଶ୍ୱସ୍ଥ ଅଞ୍ଚଳ ଶ୍ରୀକୃଷ୍ଣଚନ୍ଦ୍ରଙ୍କର ବାଲ୍ୟଲୀଳାକ୍ଷେତ୍ର ଥିଲା ଓ ଏଥିଯୋଗୁଁ ଏହା ହିନ୍ଦୁମାନଙ୍କର ପବିତ୍ର ତୀର୍ଥ। ପୁରାଣ ଅନୁସାରେ ମଥୁରାର 4 ଦିଗରେ 14 କୋଶ ଅଞ୍ଚଳ ବ୍ରଜମଣ୍ଡଳ ଅଟେ ଓ ଏହାକୁ ପରିକ୍ରମା କରିବା ମହାପୂଣ୍ୟ—ହି. ଶ.।] — [ଦ୍ର—ମଥୁରା ଓ ବୃନ୍ଦାବନର ଚତୁଃପାର୍ଶ୍ୱସ୍ଥ ଅଞ୍ଚଳ ଶ୍ରୀକୃଷ୍ଣଚନ୍ଦ୍ରଙ୍କର ବାଲ୍ୟଲୀଳାକ୍ଷେତ୍ର ଥିଲା ଓ ଏଥିଯୋଗୁଁ ଏହା ହିନ୍ଦୁମାନଙ୍କର ପବିତ୍ର ତୀର୍ଥ ପୁରାଣ ଅନୁସାରେ ମଥୁରାର4ଦିଗରେ14କୋଶ ଅଞ୍ଚଳ ବ୍ରଜମଣ୍ଡଳ ଅଟେ ଓ ଏହାକୁ ପରିକ୍ରମା କରିବା ମହାପୂଣ୍ୟ—ହି. ଶ.]