ବ୍ରଜ ବୋଲି Braja boli

  • ଦେ. ବି — ବଙ୍ଗଦେଶର ପ୍ରାଚୀନ କବିମାନଙ୍କର ବ୍ୟବହୃତ ମୈଥିଳ ଓ ବଙ୍ଗୀୟ ଭାଷା ମିଶ୍ରଣରେ ଉତ୍ପନ୍ନ ଏକ— ପ୍ରକାର ପ୍ରାଚ୍ୟ ଭାଷା — A language mixed up of Bengalee and Biharee languages used by classical writers of Bengal
  • ଦେ. ବି — [ଦ୍ର—ବଙ୍ଗୀୟ ପ୍ରାଚୀନ କବି ବିଦ୍ୟାପତି, ଚଣ୍ଡୀଦାସ, ଜ୍ଞାନଦାସ ଆଦି ଓ ଆଧୁନିକ ବଙ୍କିମଚନ୍ଦ୍ର ଓ ରବୀନ୍ଦ୍ରନାଥ ଆଦି ଏ ଭାଷାରେ ବହୁ ପଦ୍ୟ ରଚନା କରିଅଛନ୍ତି। କିନ୍ତୁ ଏହା ପ୍ରକୃତରେ ବ୍ରଜଭୂମିର ଭାଷା ନୁହେ। ଏହା ମିଥିଳାର କ୍ଷତ୍ରିୟବଂଶର ଭାଷା ଅଟେ. ଜ୍ଞାନେନ୍ଦ୍ର]