ବ୍ରଜ କିଶୋର Braja kiṡor
- ସଂ. ବି. ପୁଂ — ଶ୍ରୀକୃଷ୍ଣଙ୍କର ନାମ — A name of of Ṡrīkṛushṇa
- ଦେ. ବି. ପୁଂ — ଲୋକଙ୍କୁ ଦିଆଯିବା ନାମ — A name given to males
- ଦେ. ବି. ପୁଂ — (ବ୍ରଜକୁମାର, ବ୍ରଜଗୋପାଳ, ବ୍ରଜନାଗର, ବ୍ରଜନାଥ, ବ୍ରଜବନ୍ଧୁ, ବ୍ରଜବଲ୍ଲଭ, ବ୍ରଜବିନୋଦ, ବ୍ରଜବିନୋଦନ, ବ୍ରଜବିଳାସୀ, ବ୍ରଜବିହାରୀ, ବ୍ରଜମୋହନ, ବ୍ରଜରମଣ, ବ୍ରଜରାଜ, ବ୍ରଜସୁନ୍ଦର, ବ୍ରଜନ୍ଦ, ବ୍ରଜେନ୍ଦ୍ର, ବ୍ରଜେଶ୍ୱର, ବ୍ରଜବଲ୍ଲଭ—ଅନ୍ୟରୂପ)