ବୌଦ୍ଧବତାର Ba̲u̲ddhābatāra

  • ସଂ. ବି — କଳିଯୁଗରେ ବିଷ୍ଣୁଙ୍କ ନବମ ଅବତାର — The 9th incarnation of Bishṇu
  • ସଂ. ବି — [ଦ୍ର—ବୁଦ୍ଧ ଦେବଙ୍କୁ ଓ ପୁରୀରେ ବିରାଜିତ ଜଗନ୍ନାଥ ଦେବଙ୍କୁ ଲୋକ ବୌଦ୍ଧାବତାର ବୋଲି ମାନନ୍ତି।]