ବୋହି ଯିବା Bohi j̄ibā

  • ଦେ. କ୍ରି — (ଜଳ ଆଦି) ଉଚ୍ଚ ସ୍ଥାନରୁ ତଳକୁ ସ୍ରୋତ ଦ୍ୱାରା ଗତି କରିବା — To flow down
  • ଦେ. କ୍ରି — (ଉ—ବୋହିଯିବା ପାଣି ଯାଉ ତେଣିକି, ବନ୍ଧେଇଲା ପାଣି ରହୁ ଏଣିକି। ଢଗ।)
  • ଦେ. କ୍ରି — (ବ୍ୟଙ୍ଗାର୍ଥ) ଭାସିଯିବା; କ୍ଷତି ହେବା; ନଷ୍ଟ ହେବା — To be spoilt or lost
  • ଦେ. କ୍ରି — (ଯଥା—ସେ ମତେ ନ ପଚାରିଲେ ମୋର କି ବୋହିଗଲା?)