ବୋହି ଦେବା Bohi debā

  • ଦେ. କ୍ରି — କୌଣସି ପଦାର୍ଥକୁ ନେଇ ଯିବା ପାଇଁ କୌଣସି ବ୍ୟକ୍ତିକୁ ଦେବା — To give away a thing to a person to carry it away
  • ଦେ. କ୍ରି — କୌଣସି ଜଳାଶୟରୁ ପାଣି ବୁହାଇ ଜଳ ନିଃଶେଷ କରିବା — To bale out a tank dry