ବୋଳି ହେବା Boḻi hebā

  • ଦେ. କ୍ରି — ନିଜ ଦେହରେ ଲେପନ କରିବା — To besmear ones own body
  • ଦେ. କ୍ରି — (ଉ—ହୋଇଥାଏ ବୋଳି ଚନ୍ଦ୍ରାବଳି କେଳି—ନିକୁଞ୍ଜ କୁସୁମ ବାସ ଗୋ । କବିସୂର୍ଯ୍ଯ ସଙ୍ଗୀତ)
  • ଦେ. କ୍ରି — ନିଜ ଦେହକୁ ଅନ୍ୟ ବସ୍ତୁରେ ଆବୃତ କରିବା — To cover one's body with another thing
  • ଦେ. କ୍ରି — (ଉ—ଦେହରୁ ଚର୍ମ କେତେ ହୋଇଛନ୍ତି ବୋଳି। କୃଷ୍ଣସିଂହ, ମହାଭାରତ ଦ୍ରୋଣ)