ବୋଳି ବାଳି Boḻi bāḻi

  • ଦେ. (ବୋଳିବା ଓ ଧ୍ୱନ୍ୟନୁକାରୀ ନିରର୍ଥକ ସହଚର ବୋଳିବା କ୍ରିୟାଦ୍ୱୟର ଅସମାପିକା ରୂପ) କ୍ରି— — ବିଶେଷ ପରିମାଣରେ ଲେପନ କରି — By besmearing thickly or well