ବୋଳା Boḻā

  • ଦେ. ବି — ବୋଳିବା ବା ଲେପିବା କ୍ରିୟା — Act of smearing or daubing
  • ଦେ. ବି — [ଉ—ଦଳା—ଅଞ୍ଜନ—ପ୍ରଭା ବୋଳା ପରାୟେ। ରାଧାନାଥ. ମେଘଦୂତ]
  • ବିଣ — ଲେପିତ — Smeared; anointed
  • ବିଣ — [ଉ—କାହାରି ଅବା ଭସ୍ମେ ବୋଳା ତନୁ। ରାଧାନାଥ. ମହାଯାତ୍ରା।]