ବୋଳଝାଞ୍ଜି Boḻaj̄hān̄ji
- ଦେ. ବି (ସଂ. ବାରିପର୍ଣ୍ଣୀ) — ଏକପ୍ରକାର ଭାସମାନ ଦଳ — Water lettuce; Serratophyllum Submersum; Pristia Stratiotes
- ଦେ. ବି (ସଂ. ବାରିପର୍ଣ୍ଣୀ) — [ଦ୍ର— 1863 ସାଲରେ ତାଞ୍ଜୋର୍ ଜେଲ୍ରେ କାନ୍ଥମୂଳେ ଗୁଡ଼ିଏ ଲେଖାଁଏ ବୋରଝାଞ୍ଜି ଜମାକରି ରଖି ପରୀକ୍ଷାଦ୍ୱାରା ଦେଖାଗଲା ଯେ 2।3 ଦିନ ମଧ୍ୟରେ ଜେଲଖାନାର ସମସ୍ତ ଛାରପୋକ ଉକ୍ତ ବୋରଝାଞ୍ଜି ପାଖକୁ ଆକୃଷ୍ଟ ହୋଇଆସି ସେଠାରେ ମରିଗଲେ — [ଦ୍ର—1863ସାଲରେ ତାଞ୍ଜୋର୍ ଜେଲ୍ରେ କାନ୍ଥମୂଳେ ଗୁଡ଼ିଏ ଲେଖାଁଏ ବୋରଝାଞ୍ଜି ଜମାକରି ରଖି ପରୀକ୍ଷାଦ୍ୱାରା ଦେଖାଗଲା ଯେ23ଦିନ ମଧ୍ୟରେ ଜେଲଖାନାର ସମସ୍ତ ଛାରପୋକ ଉକ୍ତ ବୋରଝାଞ୍ଜି ପାଖକୁ ଆକୃଷ୍ଟ ହୋଇଆସି ସେଠାରେ ମରିଗଲେ—Kirtikar]2 (ଲକ୍ଷଣାର୍ଥ) (ଜଳରେ ଭାସୁଥିବା ବୋରଝାଞ୍ଜି ପବନ ଦ୍ୱାରା ବିତାଡ଼ିତ ହୋଇ ପୋଖରୀର ଏ ପାଖ ସେ ପାଖକୁ ଆଉଜି ଯିବାରୁ ଓ ଯେଉଁ ଆଡ଼କୁ ପବନ ଦିଏ ସେହି ଆଡ଼କୁ ଚାଳିତ ହେଉଥିବାରୁ) ଯେଉଁ ବ୍ୟକ୍ତିର ମତ ସ୍ଥିର ନ ଥାଏ ଓ ଯେ ବ୍ୟକ୍ତିବିଶେଷଙ୍କ ମତଦ୍ୱାରା ଚାଳିତ ହୋଇ ଆଜି ଏ ପକ୍ଷ କାଲି ସେ ପକ୍ଷକୁ ସମର୍ଥନ ବା ଅବଲମ୍ବନ କରେ—2. (figurative) A fickle-minded person; a person who sticks to no fixed principle or opinion or party, but is led (like floating duck weed wafted by wind from one part of a tank to another) to avow one side today and another tomorrow