ବୋଲ Bola
- ଦେ. ବି (ସଂ. ବଦ୍ ଧାତୁ, ପ୍ରା. ବୋଲ୍ଲ) — ବଚନ; କଥା; ବାକ୍ୟ — Word; speech; saying
- ଦେ. ବି (ସଂ. ବଦ୍ ଧାତୁ, ପ୍ରା. ବୋଲ୍ଲ) — (ଉ—ଚଣ୍ଡ ମୂରତି ଧଇଲା କା ବୋଲେ; ଚରଣ ପଙ୍କଜ ଧଇଲେ ହେଲେ। କବିସୂର୍ଯ୍ୟ. କବିତା)
- ଦେ. ବି (ସଂ. ବଦ୍ ଧାତୁ, ପ୍ରା. ବୋଲ୍ଲ) — ବାଦ୍ୟରୁ ଉଠିବା ଶବ୍ଦ — Sound of a musical instrument
- ଦେ. ବି (ସଂ. ବଦ୍ ଧାତୁ, ପ୍ରା. ବୋଲ୍ଲ) — ବୋଲି; ଘୋଡ଼ା, ଗୋରୁ ଆଦିଙ୍କୁ ଚଳାଇବା ନିମନ୍ତେ ଚାଳକ ଦ୍ୱାରା ବ୍ୟବହୃତ ସାଙ୍କେତିକ ବା ସଂକ୍ଷିପ୍ତ ବାକ୍ୟ — Formulas or set phrases used by drivers of beasts for guiding them
- ଦେ. ବି (ସଂ. ବଦ୍ ଧାତୁ, ପ୍ରା. ବୋଲ୍ଲ) — ଆଦେଶ — Order
- ଦେ. ବି (ସଂ. ବଦ୍ ଧାତୁ, ପ୍ରା. ବୋଲ୍ଲ) — ପରାମର୍ଶ; ଉପଦେଶ — Advice
- ଦେ. ବି (ସଂ. ବଦ୍ ଧାତୁ, ପ୍ରା. ବୋଲ୍ଲ) — (ଉ—ଆଜି ଭୀମ ରଜାଙ୍କ ବୋଲରେ ନଳକୁ—କୃଷ୍ଣସିଂହ. ମାହାଭାରତ. ବନ)।
- ଦେ. ବି (ସଂ. ବଦ୍ ଧାତୁ, ପ୍ରା. ବୋଲ୍ଲ) — ଅନୁରୋଧ — Request
- ଦେ. ବି (ସଂ. ବଦ୍ ଧାତୁ, ପ୍ରା. ବୋଲ୍ଲ) — (ଉ—ତାହାଙ୍କୁ ରକ୍ଷା ତୁମ୍ଭେ କର ମୋ ବୋଲରେ। କୃଷ୍ଣସିଂହ. ମହାଭାରତ. ବନ)।
- ଦେ. ବି (ସଂ. ବଦ୍ ଧାତୁ, ପ୍ରା. ବୋଲ୍ଲ) — ଡାକ — Call
- ଦେ. ବି (ସଂ. ବଦ୍ ଧାତୁ, ପ୍ରା. ବୋଲ୍ଲ) — ପ୍ରତିଜ୍ଞା — Promise
- ଦେ. ବି (ସଂ. ବଦ୍ ଧାତୁ, ପ୍ରା. ବୋଲ୍ଲ) — (ଉ—ବାଳ ବାଳୁକା ଖେଳ; ବିଧିରେ କ ଆନ ତୁମ୍ଭ ବୋଲ। ଭଞ୍ଜ. ବୈଦେହୀଶବିଳାସ)।