ବୋଲା ବୋଲି ହେବା Bolā boli hebā

  • ଦେ. କ୍ରି — ପରସ୍ପର ମଧ୍ୟରେ କଳି କରିବା — To quarrel with each other; to engage in mutual quarrel
  • ଦେ. କ୍ରି — (ଉ—ଏହି ରୂପେ ଦୁହେଁ ଯେ ବୋଲାବୋଲି ହୋଇ, ଯାଗର ମୁନିଙ୍କୁ ସେ କହିଲେ ଅନାଇ। କୃଷ୍ଣସିଂହ ମହାଭାରତ ବନ।)
  • ଦେ. କ୍ରି — କଥୋପକଥନ କରିବା — To converse
  • ଦେ. କ୍ରି — (ଉ—ଏହିରୂପେ ପରସ୍ପରେ ବୋଲାବୋଲି, ହୋଇ ପଳାଇଲେ ମୂଷାଏ ଭୟ ଭାଳି। କୃଷସିଂହ. ମହାଭାରତ ଉଦ୍ଯୋଗ।)