ବୋଲଣା ପାଇବା Bolaṇā pāibā

  • ଦେ. କ୍ରି — ନିନ୍ଦା ପାଇବା; ନିନ୍ଦିତ ହେବା; ଗାଳି ଖାଇବା — To be blamed
  • ଦେ. କ୍ରି — ଭର୍ତ୍ସିତ ହେବା; ଗାଳିଖାଇବା — To be censured or rebuked