ବୋଲଙ୍ଗ Bolaṅg

  • ଦେ. ବି — ସ୍ଥାନ ବିଶେଷ — Name of a place in Balasore
  • ଦେ. ବି — [ଦ୍ର—ଏହି ସ୍ଥାନ ବାଲେଶ୍ୱର ନଗରର ଉତ୍ତର ପୂର୍ବରେ ଅବସ୍ଥିତ। ଏଠାରେ ବହୁତ ବାଉଁଶ ଗଛ ଅଛି ଏବଂ ଏଠାରେ ଅନେକ ସମୟରେ ଭାଲୁର ଉପଦ୍ରବ ଶୁଣାଯାଏ।]
  • ଦେ. ବି — ଚିଲିକାର ଏକ ପ୍ରକାର ମାଛ — A kind of fish found in the Chilka lake