ବୋଲ ବତାଇବା Bola batāibā

  • ଦେ. କ୍ରି — ପରାମର୍ଶ ବା ଉପଦେଶ ଦେବା — To give an advice
  • ଦେ. କ୍ରି — କୌଣସି କାର୍ଯ୍ୟ କରିବାକୁ ଅନୁରୋଧ କରିବା — To request a person to do an act