ବୋର୍ଡ଼ ଅଫ୍ ଡାଇରେକ୍ଟର୍ସ Boṟḍ̠ oph dāirekṭars
- ବୈଦେ. ବି (ଇଂ) — ଯୌଥ କମ୍ପାନୀର ପରିଚାଳକ ସମିତି — Board of Directors
- ବୈଦେ. ବି (ଇଂ) — ସାବକ ଇଷ୍ଟ ଇଣ୍ଡିଆ କମ୍ପାନୀର ପରିଚାଳକ ସମିତି — A board of Directors of the East India Company
- ବୈଦେ. ବି (ଇଂ) — [ଦ୍ର—ଏହିପରି ବୋର୍ଡ଼ ଅଫ୍ ରେଭିନ୍ୟୁ, ବୋର୍ଡ଼ ଅଫ୍ ଏକଜାମିନ୍ର୍ସ, ବୋର୍ଡ଼ ଅଫ୍ ଟ୍ରଷ୍ଟୀଜ୍, ବୋର୍ଡ଼ ଅଫ୍ ସର୍ଜନ୍ନ, ବୋର୍ଡ଼ ଅଫ୍ ଟ୍ରେଡ଼୍ ଆଦି ଶବ୍ଦମାନ ବ୍ୟବହୃତ ହୁଏ ।]