ବୋଧାଇବା Bodhāibā

  • ଦେ. କ୍ରି—(ବୋଧିକା କ୍ରିୟାର ଣିଜନ୍ତ ରୂପ) — The causative form of Bodhibā. ବୋଧ କରାଇବା; ସମଜାଇବା — To make one understand or perceive
  • ଦେ. କ୍ରି—(ବୋଧିକା କ୍ରିୟାର ଣିଜନ୍ତ ରୂପ) — The causative form of Bodhibā. (ଉ— ବୋଧାଇ ଶୁକ୍ତି ଭବ ଉତ୍ପତ୍ତି ନୋହୁ ମୁଁ ଦନ୍ତବାସ। ଭଞ୍ଜ. ବୈଦେହୀଶବିଳାସ।)
  • ଦେ. କ୍ରି—(ବୋଧିକା କ୍ରିୟାର ଣିଜନ୍ତ ରୂପ) — The causative form of Bodhibā. ସାନ୍ତ୍ୱନା ଦେବା — To console