ବୋଧଜ୍ଞ Bodhajn̄a

  • ସଂ. ବିଣ. ପୁଂ (ବୋଧ+ଜ୍ଞା ଧାତୁ+କର୍ତ୍ତୃ. ଅ) — ଅନ୍ୟ ବ୍ୟକ୍ତିର ଅଭିପ୍ରଯଜ୍ଞ — Knowing the intentions of another; able to fathom the mind of another
  • ବି — ଶ୍ରୀକୃଷ୍ଣ — An epithet of Ṡrīkṛushṇa