ବୋଝ ଚାପିବା Bojha chāpibā

  • ଦେ. କ୍ରି — କୌଣସି ବ୍ୟକ୍ତିର ମୁଣ୍ଡ ଉପରେ ଗୁରୁ ଭାର ଅର୍ପଣ କରିବା — To put a heavy load on a person
  • ଦେ. କ୍ରି — କୌଣସି ବ୍ୟକ୍ତି ଉପରେ ଗୁରୁ ଦାୟିତ୍ୱ ଅର୍ପଣ କରିବା — To put a heavy responsibility on the shoulders of a person