ବୋଝ ଘିନି ଆସିବା Bojha ghini āsibā
- ଦେ. କ୍ରି — ପୁଆଣୀ ହୋଇ ଆସିବା; (ବୟଃପ୍ରାପ୍ତ ବଧୂ) ପିତ୍ରାଳୟରୁ ସ୍ୱାମୀ ଘରକୁ ବୋଝ ଭାର ସହିତ ପ୍ରଥମଥର ଆସିବା; ପହିଲିପାଳି ଆସିବା — To come to the husband's house for the first time after attaining puberty (said of a girl married before puberty)