ବୋଝ ଖଲାସ Bojha khalāsa

  • ଦେ. ବି — ବହନ କରୁଥିବା ବୋଝରୁ ମୁକ୍ତ ହେବା; ଭାର ମୋଚନ — Unloading; discharge of a load
  • ଦେ. ବି — ଗୁରୁଦାୟିତ୍ୱରୁ ନିଷ୍କୃତିଲାଭ — Release from a heavy responsibility