ବୋଝ ଓହ୍ଲେଇବା Bojha ohleibā

  • ଦେ. କ୍ରି — ଆପଣା ମୁଣ୍ଡରୁ ବା ପର ମୁଣ୍ଡରୁ ବୋଝକୁ ମୁକ୍ତ କରିବା — To unload; to discharge a load
  • ଦେ. ବି — ବୋଝ ଖଲାସ (ଦେଖ) — Bojha khalāsa (See)