ବୋକଚା Bokachā

  • ବୈଦେ. ବି. (ତୁର୍କୀ. ବୁକ୍ଚା) — ଲୁଗାପଟା ଆଦିର ବଡ଼ ପୁଡ଼ା ବା ଗଣ୍ଠିରି; ଗଣ୍ଡିରା — A large packet or bundle of clothes etc
  • ବୈଦେ. ବି. (ତୁର୍କୀ. ବୁକ୍ଚା) — [ଦ୍ର—ପୋଟଳା, ପୁଡ଼ା, ବୁଜୁଳା, ବୋକଚା, ଗଣ୍ଠିରା, ଗଣ୍ଡିରା, ବୋଝ, ଗାଣ୍ଠି, ଏମାନଙ୍କ ଅର୍ଥ, ଜିନିସ ପତ୍ର ଗୁଡ଼ିଏ ଏକତ୍ର ବନ୍ଧା ହୋଇ କରା ଯାଇଥିବା ପୁଡ଼ା, କିନ୍ତୁ ଏମାନଙ୍କ ଆକାର ଭିନ୍ନ ଭିନ୍ନ ।]