ବୋଇତାଳୁ Boitāḻu

  • ଦେ. ବି (ସଂ. ବହିତ୍ର ଓ କର୍କାରୁ, ଏହା ପ୍ରଥମେ ବିଦେଶରୁ ଏ ଦେଶକୁ ଜାହାଜ ବା ବୋଇତ ଦ୍ୱାରା ଆସିଥିବାରୁ ଏହି ନାମ) — ଏକ ପ୍ରକାର ମିଠା କଖାରୁ; ଲତା ଫଳ — Gourd; Curcurbita Maxima
  • ଦେ. ବି (ସଂ. ବହିତ୍ର ଓ କର୍କାରୁ, ଏହା ପ୍ରଥମେ ବିଦେଶରୁ ଏ ଦେଶକୁ ଜାହାଜ ବା ବୋଇତ ଦ୍ୱାରା ଆସିଥିବାରୁ ଏହି ନାମ) — [ଦ୍ର—ଏ ପାଚିଲେ ହଳଦିଆ ମିଶା ନାଲି ହୁଏ ଓ ତରକାରୀ କଲେ ମିଠା ଲାଗେ । ଏଥିର ଗଛ ବର୍ଷା ଦିନେ ଲାଗେ, ଫଳ ଗ୍ରୀଷ୍ମକାଳରେ ପାଚେ । ଏହା ବର୍ଷଜୀବୀ ଲତା ।]
  • ଦେ. ବି (ସଂ. ବହିତ୍ର ଓ କର୍କାରୁ, ଏହା ପ୍ରଥମେ ବିଦେଶରୁ ଏ ଦେଶକୁ ଜାହାଜ ବା ବୋଇତ ଦ୍ୱାରା ଆସିଥିବାରୁ ଏହି ନାମ) — (ବୋଇତି ଆଳୁ, ବୋଇତି କଖାରୁ, ବୈତାଳ, ବୈତାଳୁ, ବୈତି କଖାରୁ—ଅନ୍ୟରୂପ)