ବୋଇତ ଭଙ୍ଗା ତୋଠ Boita bhaṅgā toṭha

  • ଦେ. ବି — ପୁରୀଜିଲ୍ଲା ଅଣିଆସାହି ଗ୍ରାମ ନିକଟରେ କୁଶଭଦ୍ରା ନଦୀର ତୁଠ — Name of a bathing place in the river Kuṡabhadrā, said to be the site of a shipwreck
  • ଦେ. ବି — [ଦ୍ର— କିମ୍ବଦନ୍ତୀ ଅଛି ଯେ ପ୍ରାଚୀନ କାଳରେ ଏ ନଦୀରେ ବୋଇତ ଯାତାୟତ କରୁଥିଲା ଏବଂ ଏଠାରେ ଖଣ୍ଡିଏ ବୋଇତ ଭାଙ୍ଗି ବୁଡ଼ି ଯାଇଥିଲା—ଜଗବନ୍ଧୁ. ପ୍ରାଚୀନ ଉତ୍କଳ ।]