ବୋଇତ ବୁଡ଼ିବା Boita buṟḍ̲ibā

  • ଦେ. ବି — ଜାହାଜ ଡୁବିଯିବା — The sinking of a ship; shipwreck
  • ଦେ. ବି — (ଲକ୍ଷଣାର୍ଥ) ଜୀବିକା ନିର୍ବାହର ଉପାୟ ବା ଆଶା ଭାଙ୍ଗିଯିବା — (figurative) The breaking of one's hopes or livelihood