ବୈୟାଘ୍ର Ba̲i̱yāghra
- ସଂ. ବିଣ. (ବ୍ୟାଘ୍ର+ଅ) — ବ୍ୟାଘ୍ର ସମ୍ବନ୍ଧୀୟ — Relating to tiger; feline;
- ସଂ. ବିଣ. (ବ୍ୟାଘ୍ର+ଅ) — ବ୍ୟାଘ୍ର ଚର୍ମାବୃତ; ବ୍ୟାଘ୍ରଚର୍ମ ପରିହିତ — Wearing a tiger skin
- ସଂ. ବି — ପ୍ରାଚୀନକାଳରେ ବ୍ୟବହୃତ ଏକ ପ୍ରକାର ରଥ, ଯାହା ଉପରେ ବାଘଚମଡ଼ା ମଡ଼ା ହେଉଥିଲା (ହି. ଶ) — A kind of can used in ancient India which was overlaid with tiger-hide