ବୈୟାଘ୍ରପାଡ୍ୟ Ba̲i̱yāghrapādya
- ସଂ. ବି —[ବ୍ୟାଘ୍ରପ(ପା)ଦ+ଯ] — ବ୍ୟାଘ୍ରପା(ପ)ଦ ମୁନିଙ୍କ ଗୋତ୍ର; ଗୋତ୍ରପ୍ରବର୍ତ୍ତକ ମୁନି— ବିଶେଷଙ୍କ ଗୋତ୍ର — The clan descenced from Byāghrapa (pā)da, a sage, the progenitor of the family in which Bhīshma was born
- ସଂ. ବି —[ବ୍ୟାଘ୍ରପ(ପା)ଦ+ଯ] — [ଦ୍ର—ଏହି ଗୋତ୍ରରୁ ଭୀଷ୍ମଦେବଙ୍କ ଜନ୍ମ ହୋଇଥିଲା।]