ବୈୟାକରଣ Ba̲i̱yākaraṇa
- ସଂ. ବିଣ. ପୁଂ (ବ୍ୟାକରଣ+ଅଧୀତାର୍ଥେ ଅ) — ବ୍ୟାକରଣ ସମ୍ବନ୍ଧୀୟ — Grammatical
- ସଂ. ବିଣ. ପୁଂ (ବ୍ୟାକରଣ+ଅଧୀତାର୍ଥେ ଅ) — ବ୍ୟାକରଣ ଶାସ୍ତ୍ରରେ ପାରଦର୍ଶୀ — Versed in grammar
- ସଂ. ବି — ବ୍ୟାକରଣ— ବେତ୍ତା ବ୍ୟକ୍ତି; ବ୍ୟାକରଣଶାସ୍ତ୍ରବିଦ୍ ବ୍ୟକ୍ତି — A grammarian
- ସଂ. ବି — ବ୍ୟାକରଣ ଗ୍ରନ୍ଥକର୍ତ୍ତା — Author of a work on grammar