ବୈଷୟିକ ବିଜ୍ଞାନ Ba̲i̱shayika bijn̄āna
- ସଂ. ବି (ଆଧୁନିକ; କର୍ମଧା) — ଯେଉଁ ବିଜ୍ଞାନ ଶାସ୍ତ୍ରଦ୍ୱାର ମନୁଷ୍ୟର ସାଂସାରିକ ବିଷୟ ପରିଚାଳନାରେ ଜ୍ଞାନଲାଭ ହୁଏ; ଯେଉଁ ବିଜ୍ଞାନ ମନୁଷ୍ୟର ବ୍ୟବହାରରେ ଲାଗେ — Practical science
- ସଂ. ବି (ଆଧୁନିକ; କର୍ମଧା) — [ଯଥା— ଜଡ଼ବିଜ୍ଞାନ, ନୀତିବିଜ୍ଞାନ, କ୍ଷେତ୍ର ପରିମାଣ ବା ବ୍ୟବହାରିକ ଜ୍ୟାମିତି ।]