ବୈଷ୍ଟିକ Ba̲i̱shṭika

  • ସଂ. ବି — ବେଠିଆ — A person impressed into service
  • ସଂ. ବି — [ଉ—ରଥ୍ୟା—ସଂସ୍କରଣ ତୋରଣା—ଗଠନେ ବ୍ୟାପୃତ ଯେତେ ବୈଷ୍ଟିକ—ରାଧାନାଥ. ପାର୍ବତୀ ।]