ବୈଷୁମାଣୀ Ba̲i̱shumāṇī
- ଦେ. ବି. ସ୍ତ୍ରୀ (ସଂ. ବୈଷ୍ଣବୀ) — ବୈଷମର ସ୍ତ୍ରୀଲିଙ୍ଗ — Feminine of Ba̲i̱shama
- ଦେ. ବି. ସ୍ତ୍ରୀ (ସଂ. ବୈଷ୍ଣବୀ) — ମାତାଜୀ; ଯେଉଁ ସ୍ତ୍ରୀଲୋକ ବୈଷ୍ଣବ ଦୀକ୍ଷା ନେଇ ଗୃହତ୍ୟାଗ କରିଅଛି — A female mendicant
- ଦେ. ବି. ସ୍ତ୍ରୀ (ସଂ. ବୈଷ୍ଣବୀ) — [ଦ୍ର—ବ୍ୟାକରଣ ସୂତ୍ର ଅନୁସାରେ ଏହା ବୈଷମର ସ୍ତ୍ରୀଲିଙ୍ଗ ନ ହୋଇ ବୈଷ୍ୟମର ବିପରୀତ ଲିଙ୍ଗ ଅଟେ । ଆପାତତଃ ବୈଷମାଣ ବୈଷମଙ୍କର ସ୍ତ୍ରୀ ବା ଧର୍ମପତ୍ନୀ ନୁହନ୍ତି ।]