ବୈଷମ୍ୟ Ba̲i̱shamya
- ସଂ. ବି (ବିଷମ+ଯ) — ବିଷମତା; ସାମ୍ୟତାର ଅଭାବ — Want of uniformity; unevenness, ineqality
- ସଂ. ବି (ବିଷମ+ଯ) — ବୈସାଦୃଶ୍ୟ — Dissimilarity; disparity
- ସଂ. ବି (ବିଷମ+ଯ) — ବିରୁଦ୍ଧଭାବ; ଶତ୍ରୁତା — Enmity; hostility
- ସଂ. ବି (ବିଷମ+ଯ) — ଅମେଳ — Disagreement