ବୈଷମ ହେବା Ba̲i̱shama hebā

  • ଦେ. କ୍ରି — ବୈରାଗ୍ୟ ଦୀକ୍ଷା ଗ୍ରହଣ ପୂର୍ବକ ଗୃହତ୍ୟାଗ କରିବା — To renounce the world or one's household-ties by being converted into a Ba̲i̱shṇaba
  • ଦେ. କ୍ରି — ଗୁରୁଙ୍କ ଠାରୁ ଇଷ୍ଟମନ୍ତ୍ର ବା ବିଷ୍ଣୁମନ୍ତ୍ର ଗ୍ରହଣ କରି ଓ ମାଳା ଡୋର କୌପୀନ ଗ୍ରହଣ କରି ଓ ପିନ୍ଧି 'ବୈଷ୍ଣବ' ଧର୍ମରେ ଦୀକ୍ଷିତ ହେବା — To be initiated into Ba̲i̱shṇabism by having the eseteric formula whispered into the ear by the spiritual preceptor and to put on rosary waist-string and a narrow strip of cloth over the privities