ବୈଶାଲା Ba̲i̱ṡālā
- ଦେ. ବି—(ସଂ. ବହିଃ ଶଳାକା) — ବ୍ରତ ଓ ବିବାହ ବେଦୀ ନିକଟରେ ଯେଉଁ ବାଉଁଶ ଦଣ୍ଡ ପୋତାଯାଏ — A staff driven to the ground near an alter prepared for marriage or sacred thread ceremony
- ଦେ. ବି—(ସଂ. ବହିଃ ଶଳାକା) — [ଉ—ବୈଶାଲେ ଶୂଳ ଭରମ ଉପୁଜିତ ଥିବ। ଭଞ୍ଜ. ବୈଦେହୀଶବିଳାସ।]