ବୈଶାକ୍ଷ Ba̲i̱ṡāksha
- ଗ୍ରା. ବି—(ସଂ. ବେଶାଖ)— — ବୈଶାଖ (ଦେଖ) — Ba̲i̱ṡākha (See)
- ସଂ. ବି. — ଏକ ପ୍ରାଚୀନ ଋଷିଙ୍କ ନାମ (ହି. ଶ) — Name of an ancient sage
- ସଂ. ବି. — ବିଶାରଦ ବା ପଣ୍ଡିତ ହେବାର ଭାବ; ପାଣ୍ଡିତ୍ୟ (ହି. ଶ) — Proficiency
- ସଂ. ବି. — ନିର୍ମଳତା; ସ୍ୱଚ୍ଛତା (ହି. ଶ) — Clearness