ବୈଶସ୍ତ୍ର Ba̲i̱ṡastra
- ସଂ. ବି (ବିଶସ୍ତ୍ର+ଅ) — ଅଧିକାର — Authority
- ସଂ. ବି (ବିଶସ୍ତ୍ର+ଅ) — ଶସ୍ତ୍ରରାହିତ୍ୟ — The state of being unarmed or having no weapons
- ସଂ. ବି (ବିଶସ୍ତ୍ର+ଅ) — ଶାସନ — Rule
- ସଂ. ବି (ବିଶସ୍ତ୍ର+ଅ) — କ୍ଷମତା — Power
- ସଂ. ବି (ବିଶସ୍ତ୍ର+ଅ) — ପ୍ରଭାବ — Influence